ଓଡ଼ିଶାରେ ୮୪ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ୭୩୩ ଜଣ ସୁସ୍ଥ ହେଲେଣି

ଭୁବନେଶ୍ୱର: ମେ ୨୬: ୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୭୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି l
ସୁସ୍ଥ ହେଇଥିବା ୮୪ ଜଣ ଙ୍କ ମଧ୍ୟରେ, ଗଂଜାମ ର ୨୪, ଯାଜପୁର ର ୧୮, ବାଲେଶ୍ୱର ର ୧୧,କଟକ ର ୭, ଭଦ୍ରକ ର ୬, କେନ୍ଦ୍ରାପଡ଼ା ର ୫ , ଖୋର୍ଦ୍ଧା ୪, ପୁରୀ ୪, ସୁନ୍ଦରଗଡ ୧ ଏବଂ ମୟୁରଭଞ୍ଜ ଓ ନୟାଗଡ ର ୨ ଜଣ ଲେଖାଏଁ ଅଛନ୍ତି l

Comments are closed.