ଓଡ଼ିଶାରେ ୩୦୨୫ ଟି ନୂଆ କୋଭିଡ ପଜିଟିଭ କେଶ; ମୋଟ ସଂକ୍ରମିତ ଙ୍କ ସଂଖ୍ୟା ଏକ ଲକ୍ଷ ୬ ହଜାର ୫୬୧ କୁ ବୃଦ୍ଧି

ଭୁବନେଶ୍ୱର: ସେପ୍ଟେମ୍ବର ୦୧: ଓଡ଼ିଶାରେ ୩୦୨୫ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୧୮୧ ଟି ଲୋକାଲ କଂଟାକଟ କେଶ ଥିବା ବେଳେ ବାକି ୧୮୪୪ ଜଣ ସଙ୍ଗରୋଧ ରେ ଥିଲେ I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭଗ ର ସୂଚନା ଅନୁସାରେ, ଖୋର୍ଦ୍ଧା ରେ ୬୬୬ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଥିବା ବେଳେ, କଟକ ରେ ୩୧୨, ମୟୁରଭଞ୍ଜ ରେ ୨୧୫, ଗଂଜାମ ରେ ୨୦୭, କୋରାପୁଟ ରେ ୧୩୯, ପୁରୀ ରେ ୧୩୬, ଢେଙ୍କାନାଳ ରେ ୧୩୨, କେନ୍ଦ୍ରାପଡ଼ା ରେ ୧୨୮, ଭଦ୍ରକ ରେ ୯୪, ଯାଜପୁର ରେ ୮୫, ସମ୍ବଲପୁର ରେ ୮୩, କଳାହାଣ୍ଡି ରେ ୮୨,ନୂଆପଡା ରେ ୭୯, ଜଗତସିଂହପୁର ରେ ୭୮, ନୟାଗଡ ରେ ୬୭, ବରଗଡ ରେ ୬୧, ଝାରସୁଗୁଡା ରେ ୫୯, ଅନୁଗୁଳ ରେ ୫୮, ସୁନ୍ଦରଗଡ ରେ ୫୬, କେନ୍ଦୁଝର ରେ ୫୦, ନବରଙ୍ଗପୁର ରେ ୪୬, ବାଲେଶ୍ୱର ରେ ୪୦, ମାଲକାନଗିରି ରେ ୩୨, ଗଜପତି ରେ ୨୯, ବଲାଙ୍ଗୀର ରେ ୨୪, କନ୍ଧମାଳ ରେ ୨୨, ସୋନପୁର ରେ ୨୨, ରାୟଗଡା ରେ ୧୩, ବୌଦ ରେ ୯ ଏବଂ ଦେଓଗଡ ରେ ଗୋଟିଏ ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I
ଏହାକୁ ମିଶାଇ, ଓଡ଼ିଶାରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ଏକ ଲକ୍ଷ ୬ ହଜାର ୫୬୧ କୁ ବୃଦ୍ଧି ପାଇଛି I ସେଥିରୁ, ୭୭ ହଜାର ୨୮୬ ଜଣ ସୁସ୍ଥ ହେଇସାରିଛନ୍ତି I
୨୪ ଘଂଟାରେ ଓଡ଼ିଶାରେ ୧୧ ଜଣ କରୋନା ରେ ମୃତ୍ୟୁବରଣ କରିଛନ୍ତି ଏବଂ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫୦୩ ରେ ପହଞ୍ଚିଛି I
ଏବେ ୨୭ ହଜାର ୨୮୬ ଜଣ ଚିକିତ୍ସାଧୀନ ଅଛନ୍ତି I

It resolves within hours to buy Generic Apcalis SX Online Cheap is known that primary amputation with severe mechanical injuries of the limbs is always a forced operation that is performed under conditions of urgent surgical care and often excludes the possibility of using typical methods and techniques. cialis for sale Finally, the main objection when the character, certain products.

Comments are closed.