ଓଡ଼ିଶାରେ ୨୪ ଘଂଟାରେ ୪ ହଜାର ୨୪୧ ଜଣ ନୂଆ କରୋନା କେଶ

ଭୁବନେଶ୍ୱର: ସେପ୍ଟେମ୍ବର ୧୭: ଓଡ଼ିଶାରେ ୨୪ ଘଂଟାରେ ୪ ହଜାର ୨୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୨,୫୦୨ ଜଣ ସଂଗରୋଧ ରେ ଥିଲେ ଏବଂ ବାକି ୧,୭୩୯ ଟି ଲୋକାଲ କେଶ I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, କଟକ ରେ ୩୮୯ ଜଣ, ପୁରୀ ରେ ୨୯୧ ଜଣ, ସୁନ୍ଦରଗଡ ରେ ୧୫୪ ଜଣ, ଯାଜପୁର ରେ ୧୫୦ ଜଣ, ବରଗଡ ରେ ୧୪୯ ଜଣ, ମୟୁରଭଞ୍ଜ ରେ ୧୪୭ ଜଣ, ବାଲେଶ୍ୱର ରେ ୧୪୧ ଜଣ, ସୋନପୁର ରେ ୧୨୯ ଜଣ, ଜଗତସିଂହପୁର ରେ ୧୨୬ ଜଣ, କନ୍ଧମାଳ ରେ ୧୧୬ ଜଣ, କଳାହାଣ୍ଡି ରେ ୧୧୪ ଜଣ, ଝାରସୁଗୁଡା ରେ ୧୧୧ ଜଣ, ନବରଙ୍ଗପୁର ରେ ୧୦୭ ଜଣ, କେନ୍ଦ୍ରାପଡ଼ା ରେ ୧୦୩ ଜଣ, ନୂଆପଡା ରେ ୯୯ ଜଣ, କୋରାପୁଟ ରେ ୯୮ ଜଣ, ବୌଦ ଓ ନୟାଗଡ ରେ ୯୪ ଜଣ ଲେଖାଏଁ, ସମ୍ବଲପୁର ରେ ୯୧ ଜଣ, ଢେଙ୍କାନାଳ ରେ ୮୬ ଜଣ, ଅନୁଗୁଳ ରେ ୮୪ ଜଣ, କେନ୍ଦୁଝର ରେ ୭୭ ଜଣ, ଗଂଜାମ ରେ ୭୫ ଜଣ, ରାୟଗଡା ରେ ୬୬ ଜଣ, ବଲାଙ୍ଗୀର ରେ ୪୪ ଜଣ, ମାଲକାନଗିରି ରେ ୨୮ ଜଣ, ଗଜପତି ରେ ୨୩ ଜଣ, ଦେଓଗଡ ରେ ୬ ଜଣ ଏବଂ ଷ୍ଟେଟ ପୂଲ ରେ ୩୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୬୭ ହଜାର ୧୬୧ ରେ ପହଂଚିଛି I ସେଥିରୁ ଏକ ଲକ୍ଷ ୨୯ ହଜାର ୮୫୯ ଜଣ ସୁସ୍ଥ ହେଇସାରିଛନ୍ତି I ଏବେ ମୋଟ ୩୬ ହଜାର ୫୮୦ ଜଣ ଚିକିତ୍ସାଧୀନ ଅଛନ୍ତି I
ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ, ଗତ ୨୪ ଘଂଟାରେ ୧୩ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି ଏବଂ ଏଥିସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୬୯ ରେ ପହଂଚିଛି I

After taking the forgotten pill, you should continue to take the next pill at its usual time, and use a condom for 7 days in order to protect yourself from the risk of getting pregnant. cialis price It would also be prudent to use the morning after pill.

Comments are closed.