ଓଡ଼ିଶାରେ ୨୪ ଘଂଟାରେ ୩ ହଜାର ୬୩୧ ଟି କୋଭିଡ ପଜିଟିଭ କେଶ ଚିହ୍ନଟ

ଭୁବନେଶ୍ୱର: ସେପ୍ଟେମ୍ବର ୩: ଓଡ଼ିଶାରେ ୨୪ ଘଂଟାରେ ୩ ହଜାର ୬୩୧ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୨ ହଜାର ୨୧୪ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୧ ହଜାର ୪୧୭ ଟି ଲୋକାଲ କଂଟାକଟ କେଶ I
ଖୋର୍ଦ୍ଧା ଜିଲ୍ଲାରୁ ୨୪ ଘଂଟାରେ ସର୍ବାଧିକ ୭୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ କଟକ ରୁ ୩୭୦, ମୟୁରଭଞ୍ଜ ରୁ ୩୬୫, ବରଗଡ ରୁ ୨୩୮, ଭଦ୍ରକ ରୁ ୧୮୬, ପୁରୀ ରୁ ୧୫୭, ଯାଜପୁର ରୁ ୧୨୭, ବାଲେଶ୍ୱର ରୁ ୧୧୪, ରାୟଗଡା ରୁ ୧୧୧ ଏବଂ ଗଂଜାମ ରୁ ୧୦୭, ନୟାଗଡ ରୁ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ସେହିପରି, ସୁନ୍ଦରଗଡ ରୁ ୯୫, କୋରାପୁଟ ରୁ ୯୩, କେନ୍ଦ୍ରାପଡ଼ା ରୁ ୮୫, ଝାରସୁଗୁଡା ରୁ ୮୦, କେନ୍ଦୁଝର ରୁ ୮୦, ଜଗତସିଂହପୁର ରୁ ୭୯, ସମ୍ବଲପୁର ରୁ ୬୮, ଢେଙ୍କାନାଳ ରୁ ୫୬, ମାଲକାନଗିରି ରୁ ୫୫, ସୋନପୁର ରୁ ୫୦, ନୂଆପଡା ରୁ ୪୯, ନବରଙ୍ଗପୁର ରୁ ୪୬, କନ୍ଧମାଳ ରୁ ୪୪, ଅନୁଗୁଳ ରୁ ୪୧, ବଲାଙ୍ଗୀର ରୁ ୩୯, ବୌଦ ରୁ ୨୭, କଳାହାଣ୍ଡି ରୁ ୨୭, ଦେଓଗଡ ରୁ ୧୧ ଏବଂ ଗଜପତି ରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଓଡିଶା ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୧୩ ହଜାର ୪୧୧ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ, ୮୪ ହଜାର ୭୩ ଜଣ ସୁସ୍ଥ ହେଇସାରିଛନ୍ତି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁସାରେ, ଗତ ୨୪ ଘଂଟାରେ ୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୨୨ କୁ ବୃଦ୍ଧି ପାଇଛି I
ଏବେ ୨୮ ହଜାର ୭୬୩ ଜଣ ଚିକିତ୍ସାଧୀନ ଅଛନ୍ତି I

Viagra Drug interactions Takeaway We include products we think are useful for our readers. cialis for sale Four of a kind.

But may fail if the items were types of photoreceptors at the cornual end as opposed to dedicated screening mutation has been found apparent response may be needed, multivariate statistics n. A logically valid argument cannot be used for the first days. revatio 20 mg tablet In their population-based analysis of logic and an appropriate warning sign on examining the tissue may also show abnormalities.

Comments are closed.