ଓଡ଼ିଶାରେ ୧୪୧ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୨୪୫ କୁ ବୃଦ୍ଧି

ଭୁବନେଶ୍ୱର: ଜୁନ ୦୨: ୨୪ ଘଣ୍ଟା ମଧ୍ୟରେ,୧୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ଓଡ଼ିଶାରେ I ଏହାଦ୍ୱାରା, ରାଜ୍ୟରେ ଏବେ କରୋନା ରୋଗୀ ଙ୍କ ସଂଖ୍ୟା ୨୨୪୫ କୁ ବୃଦ୍ଧି ପାଇଛି I
ଚିହ୍ନଟ ହେଇଥିବା ୧୪୧ ଜଣ ରୋଗୀ ଙ୍କ ମଧ୍ୟରେ, ଗଂଜାମ ର ୨୭ ଜଣ, ଯାଜପୁର ର ୧୦ ଜଣ, ଖୋର୍ଦ୍ଧା ର ୨୬ ଜଣ, ବାଲେଶ୍ୱର ର ୨ ଜଣ, କେନ୍ଦ୍ରାପଡ଼ା ର ୧୩ ଜଣ, କଟକ ର ୬ ଜଣ, ପୁରୀ ର ୫ ଜଣ, ବଲାଙ୍ଗୀର ର ୭ ଜଣ, ଜଗତସିଂହପୁର ର ୪ ଜଣ, ନୟାଗଡ ର ଜଣେ, ସୁନ୍ଦରଗଡ ର ୮ ଜଣ, ନୂଆପଡା ର ୧୯ ଜଣ, ଗଜପତି ର ୪ ଜଣ, କେନ୍ଦୁଝର ର ୪ ଜଣ, ମୟୁରଭଞ୍ଜ ର ଜଣେ, ଅନୁଗୁଳ ର ଜଣେ, ଢେଙ୍କାନାଳ ର ୨ ଜଣ ଏବଂ ସମ୍ବଲପୁର ର ଜଣେ ଅଛନ୍ତି I
ସ୍ୱାସ୍ଥ୍ୟ ବିଭାଗ ର ତଥ୍ୟ ଅନୁସାରେ, ୧୪୧ ଜଣ ଙ୍କ ମଧ୍ୟରୁ ୧୧୦ ଜଣ ସଙ୍ଗରୋଧ କେନ୍ଦ୍ରଗୁଡିକ ରୁ ଚିହ୍ନଟ ହେଇଥିବା ବେଳେ, ବାକି ୩୧ ଜଣ local case I

Comments are closed.