ଓଡ଼ିଶାରେ ୧୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୬୦୮ କୁ ବୃଦ୍ଧି

0

ଭୁବନେଶ୍ୱର: ଜୁନ ୫: ଗତ ୨୪ ଘଣ୍ଟା ମଧ୍ୟରେ, ରାଜ୍ୟରେ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୬୦୮ କୁ ବୃଦ୍ଧି ପାଇଛି I
ଗଂଜାମ ଜିଲ୍ଲା ରୁ ୧୨ ଜଣ,ଯାଜପୁର ରୁ ୩ ଜଣ, ଖୋର୍ଦ୍ଧା ରୁ ୨୨ ଜଣ, କେନ୍ଦ୍ରାପଡ଼ା ରୁ ୨ ଜଣ, କଟକ ରୁ ୨୩ ଜଣ, ଭଦ୍ରକ ରୁ ୪ ଜଣ, ବଲାଙ୍ଗୀର ରୁ ୩ ଜଣ, ପୁରୀ ରୁ ଜଣେ, ଜଗତସିଂହପୁର ରୁ ଜଣେ, ସୁନ୍ଦରଗଡ ରୁ ୭ ଜଣ, ମୟୁରଭଞ୍ଜ ରୁ ୨୨ ଜଣ, ଗଜପତି ରୁ ୭ ଜଣ,ଢେଙ୍କାନାଳ ରୁ ୨ ଜଣ, କେନ୍ଦୁଝର ରୁ ୨ ଜଣ, ଅନୁଗୁଳ ରୁ ଜଣେ, ସୋନପୁର ରୁ ଜଣେ, କନ୍ଧମାଳ ରୁ ୩ ଜଣ, କଳାହାଣ୍ଡି ରୁ ୩ ଜଣ,ବରଗଡ ରୁ ୪ ଜଣ, କୋରାପୁଟ ରୁ ୬ ଜଣ ଏବଂ ରାୟଗଡା ରୁ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଓଡିଶା ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁଯାୟୀ, ଚିହ୍ନଟ ହେଇଥିବା ୧୩୦ କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ ୧୨୪ ଜଣ ସଙ୍ଗରୋଧ କେନ୍ଦ୍ର ରେ ଥିଲେ ଏବଂ ୬ ଜଣ ସ୍ଥାନୀୟ ଅଂଚଳର I

Leave A Reply

Your email address will not be published.