ଓଡ଼ିଶାରେ ୧୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଆକ୍ରାନ୍ତ ଙ୍କ ସଂଖ୍ୟା ୧୯୪୮ କୁ ବୃଦ୍ଧି

ଭୁବନେଶ୍ୱର: ମେ ୩୧: ଓଡିଶା ରେ ଆଉ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୯୪୮ କୁ ବୃଦ୍ଧି ପାଇଛି l
୧୨୯ ଜଣ ଙ୍କ ମଧ୍ୟରେ, ଗଂଜାମ ର ୧୦ ଜଣ, ଯାଜପୁର ର ୧୦ ଜଣ, ବାଲେଶ୍ୱର ର ୬ ଜଣ, ଖୋର୍ଦ୍ଧା ର ୭ ଜଣ, କଟକ ର ୫ ଜଣ, ପୁରୀ ର ୪ ଜଣ, କେନ୍ଦ୍ରାପଡ଼ା ର ୧୮, ବଲାଙ୍ଗୀର ର ୧୧ ଜଣ, ଜଗତସିଂହପୁର ର ୨ ଜଣ, ସୁନ୍ଦରଗଡ ର ୬ ଜଣ, ଗଜପତି ର ୧୬ ଜଣ, ଦେଓଗଡ ର ୪ ଜଣ, ନୂଆପଡା ର ୧୨ ଜଣ, କେନ୍ଦୁଝର ର ୩ ଜଣ, ମୟୁରଭଞ୍ଜ ର ୬ ଜଣ, ମାଲକାନଗିରି ର ଜଣେ,ଢେଙ୍କାନାଳ ର ଜଣେ, ସମ୍ବଲପୁର ର ଜଣେ ଏବଂ ବରଗଡ଼ ର ୬ ଜଣ ଅଛନ୍ତି l
ଏ ପର୍ଯ୍ୟନ୍ତ ଚିହ୍ନଟ ହେଇଥିବା ମୋଟ ୧୯୪୮ ଜଣ ଙ୍କ ମଧ୍ୟରୁ, ୧୦୫୦ ଜଣ ସୁସ୍ଥ ହେଇସାରିଲେଣି l ୮୮୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି l

Comments are closed.