ଓଡ଼ିଶାରେ ସୁସ୍ଥ ହେଲେ ୫୧୫ କରୋନା ଆକ୍ରାନ୍ତ: ସୁସ୍ଥ ହେଇଥିବା ବ୍ୟକ୍ତି ଙ୍କ ସଂଖ୍ୟା ୧୨,୪୫୨ କୁ ବୃଦ୍ଧି

0

ଭୁବନେଶ୍ୱର: ଜୁଲାଇ ୧୯: ଓଡ଼ିଶାରେ ଆଜି ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏହାକୁ ମିଶାଇ, ରାଜ୍ୟରେ ସୁସ୍ଥ ହେଇଥିବା ରୋଗୀଙ୍କ ସଂଖ୍ୟା ୧୨ ହଜାର ୪୫୨ ରେ ପହଂଚିଛି I ୫୧୫ ଜଣଙ୍କ ମଧ୍ୟରେ ଗଂଜାମ ର ୧୯୯ ଜଣ, ଖୋର୍ଦ୍ଧା ର ୮୦ ଜଣ, ଯାଜପୁର ର ୪୦ ଜଣ, ସୁନ୍ଦରଗଡ ର ୩୭ ଜଣ, କଟକ ର ୨୮ ଜଣ, କେନ୍ଦୁଝର ର ୨୦ ଜଣ, ଜଗତସିଂହପୁର ର ୧୮ ଜଣ, ବାଲେଶ୍ୱର ର ୧୫ ଜଣ, ଝାରସୁଗୁଡା ର ୧୩ ଜଣ, ବରଗଡ ର ୧୩ ଜଣ, ମୟୁରଭଞ୍ଜ ର ୯ ଜଣ, ରାୟଗଡା ର ୯ ଜଣ, ବଲାଙ୍ଗୀର ର ୮ ଜଣ, ଭଦ୍ରକ ର ୭ ଜଣ, ଗଜପତି ର ୬ ଜଣ, ପୁରୀ ର ୬ ଜଣ, କୋରାପୁଟ ର ୫ ଜଣ ଏବଂ ଅନୁଗୁଳ ଓ କେନ୍ଦ୍ରାପଡ଼ା ର ଜଣେ ଲେଖାଏଁ ଅଛନ୍ତି I

Leave A Reply

Your email address will not be published.