ଓଡ଼ିଶାରେ ସୁସ୍ଥ ହେଲେ ୨୩୦ କରୋନା ଆକ୍ରାନ୍ତ: ସୁସ୍ଥ ହେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୦୦୮ କୁ ବୃଦ୍ଧି
ଭୁବନେଶ୍ବର : ଜାନୁଆରୀ ୦୬: ରାଜ୍ୟରେ ଆଜି ସୁସ୍ଥ ହେଇଛନ୍ତି ଆଉ ୨୩୦ ଜଣ କରୋନା ଆକ୍ରାନ୍ତ I ଏହାକୁ ମିଶାଇ ଓଡ଼ିଶାରେ ଆରୋଗ୍ୟଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୦୦୮ କୁ ବୃଦ୍ଧି ପାଇଛି I ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସୁନ୍ଦରଗଡ ଜିଲ୍ଲାରୁ ୩୧ ଜଣ, ଅନୁଗୁଳ ରୁ ୩୦ ଜଣ , ବଲାଙ୍ଗୀର ଓ ଖୋର୍ଦ୍ଧାରୁ ୧୭ ଜଣ ଲେଖାଏଁ, ମୟୂରଭଞ୍ଜରୁ ୧୪ ଜଣ , ବାଲେଶ୍ୱର ଓ ସମ୍ବଲପୁରରୁ ୧୩ ଜଣ ଲେଖାଏଁ, କଟକ, ଯାଜପୁର ଓ କେନ୍ଦ୍ରାପଡାରୁ ୧୨ ଜଣ ଲେଖାଏଁ, ନୂଆପଡାରୁ ୧୦ ଜଣ, ଝାରସୁଗୁଡାରୁ ୯, ବରଗଡ଼ ଓ ଜଗତସିଂହପୁରରୁ ୭ ଜଣ ଲେଖାଏଁ, କେନ୍ଦୁଝରରୁ ୬, ଦେବଗଡରୁ ୪, ଗଞ୍ଜାମରୁ ୩, କଳାହାଣ୍ଡିରୁ ୨, ଭଦ୍ରକ, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
Another 230 Covid patients have recovered and are being discharged on 06.01.2021
31 from Sundargarh
30 from Anugul
17 from Bolangir
17 from Khordha
14 from Mayurbhanj
13 from Baleswar
13 from Sambalpur
12 from Cuttack
12 from Jajapur
12 from Kendrapara
10 from Nuapada— H & FW Dept Odisha (@HFWOdisha) January 6, 2021
9 from Jharsuguda
7 from Bargarh
7 from Jagatsinghpur
6 from Keonjhar
4 from Deogarh
3 from Ganjam
2 from Kalahandi
1 from Bhadrak
1 from Nayagarh
1 from Rayagada
8 from State PoolThe total recovered cases of Odisha now stand at 327008
— H & FW Dept Odisha (@HFWOdisha) January 6, 2021
Vacances Voici le formulaire que vous devez impérativement remplir en ligne 48 h avant votre retour en Belgique. Vacances Vidéo Des pays ferment leurs portes aux Belges, d’autres sont déconseillés par les Affaires étrangères: où peut-on encore se rendre en vacances. Consommation Le dernier coup fumant de la France contre ses voisins. www.cialispascherfr24.com Bruxelles Pagaille attendue sur les routes: les forains en colère vont manifester.
Comments are closed.