ଓଡ଼ିଶାରେ ସୁସ୍ଥ ହେଲେ ୨୩୦ କରୋନା ଆକ୍ରାନ୍ତ: ସୁସ୍ଥ ହେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୦୦୮ କୁ ବୃଦ୍ଧି

ଭୁବନେଶ୍ବର : ଜାନୁଆରୀ ୦୬: ରାଜ୍ୟରେ ଆଜି ସୁସ୍ଥ ହେଇଛନ୍ତି ଆଉ ୨୩୦ ଜଣ କରୋନା ଆକ୍ରାନ୍ତ I ଏହାକୁ ମିଶାଇ ଓଡ଼ିଶାରେ ଆରୋଗ୍ୟଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୦୦୮ କୁ ବୃଦ୍ଧି ପାଇଛି I ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସୁନ୍ଦରଗଡ ଜିଲ୍ଲାରୁ ୩୧ ଜଣ, ଅନୁଗୁଳ ରୁ ୩୦ ଜଣ , ବଲାଙ୍ଗୀର ଓ ଖୋର୍ଦ୍ଧାରୁ ୧୭ ଜଣ ଲେଖାଏଁ, ମୟୂରଭଞ୍ଜରୁ ୧୪ ଜଣ , ବାଲେଶ୍ୱର ଓ ସମ୍ବଲପୁରରୁ ୧୩ ଜଣ ଲେଖାଏଁ, କଟକ, ଯାଜପୁର ଓ କେନ୍ଦ୍ରାପଡାରୁ ୧୨ ଜଣ ଲେଖାଏଁ, ନୂଆପଡାରୁ ୧୦ ଜଣ, ଝାରସୁଗୁଡାରୁ ୯, ବରଗଡ଼ ଓ ଜଗତସିଂହପୁରରୁ ୭ ଜଣ ଲେଖାଏଁ, କେନ୍ଦୁଝରରୁ ୬, ଦେବଗଡରୁ ୪, ଗଞ୍ଜାମରୁ ୩, କଳାହାଣ୍ଡିରୁ ୨, ଭଦ୍ରକ, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I

Vacances Voici le formulaire que vous devez impérativement remplir en ligne 48 h avant votre retour en Belgique. Vacances Vidéo Des pays ferment leurs portes aux Belges, d’autres sont déconseillés par les Affaires étrangères: où peut-on encore se rendre en vacances. Consommation Le dernier coup fumant de la France contre ses voisins. www.cialispascherfr24.com Bruxelles Pagaille attendue sur les routes: les forains en colère vont manifester.

Comments are closed.