ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ଟପିଲା; ଦିନକରେ ଚିହ୍ନଟ ହେଲେ ୫୪୩ ଜଣ

0

ଭୁବନେଶ୍ୱର : ଜୁଲାଇ ୧୪: ଓଡ଼ିଶାରେ ୨୪ ଘଂଟାରେ ଚିହ୍ନଟ ହେଲେ ୫୪୩ ଜଣ ନୂଆ କରୋନା ଆକ୍ରାନ୍ତ I ଏହାକୁ ମିଶାଇ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦ ରେ ପହଂଚିଛି I
ଗଂଜାମ ରେ ଚିହ୍ନଟ ହେଇଛନ୍ତି ୧୮୮ ଜଣ ନୂଆ କରୋନା ଆକ୍ରାନ୍ତ ଏବଂ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୫ କୁ ବୃଦ୍ଧି ପାଇଛି I
ସେହିପରି, ଖୋର୍ଦ୍ଧା ରେ ୮୭ ଜଣ, ସୁନ୍ଦରଗଡ ରେ ୫୨ ଜଣ, କଟକ ରେ ୩୯ ଜଣ, ଗଜପତି ରେ ୨୯ ଜଣ, ରାୟଗଡା ରେ ୨୪ ଜଣ, କେନ୍ଦୁଝର ଓ ମୟୁରଭଞ୍ଜ ରେ ୨୨ ଜଣ ଲେଖାଏଁ, ଜଗତସିଂହପୁର ରେ ୧୫ ଜଣ, ମାଲକାନଗିରି ରେ ୧୧ ଜଣ, କେନ୍ଦ୍ରାପଡ଼ା ରେ ୧୦ ଜଣ, ବାଲେଶ୍ୱର ରେ ୮ ଜଣ, ବୌଦ ଓ ପୁରୀ ରେ ୭ ଜଣ, ଝାରସୁଗୁଡା ରେ ୬ ଜଣ, ବଲାଙ୍ଗୀର ୫ ଜଣ, ବରଗଡ ରେ ୩ ଜଣ, ସମ୍ବଲପୁର ଓ ଢେଙ୍କାନାଳ ରେ ୨ ଜଣ ଲେଖାଏଁ ଏବଂ ଅନୁଗୁଳ, ଭଦ୍ରକ, ଯାଜପୁର ଓ ନୟାଗଡ ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୫୪୩ ଜଣଙ୍କ ମଧ୍ୟରୁ, ୩୫୪ ଜଣ Quarantine ରେ ଥିଲେ ଏବଂ ୧୮୯ ଟି ଲୋକାଲ କେଶ I

Leave A Reply

Your email address will not be published.