ଓଡ଼ିଶାରେ ପୁଣି ୪୩ କରୋନା ଆକ୍ରାନ୍ତ ସୁସ୍ଥ; ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୪୩୬ ଜଣ

ଭୁବନେଶ୍ୱର : ମେ ୨୨: ଓଡ଼ିଶାରେ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୪୩୬ ଜଣ ସୁସ୍ଥ ହେଇସାରିଲେଣି l
ଆଜି ସୁସ୍ଥ ହେଇଥିବା ୪୩ ଜଣଙ୍କ ମଧ୍ୟରେ, ଗଂଜାମ,ରାଉରକେଲା, ଯାଜପୁର ଜିଲ୍ଲାରୁ ୮ ଜଣ ଲେଖାଏଁ; ପୁରୀ, କଟକ, କେନ୍ଦ୍ରାପଡା ଓ ବୌଦ ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଅନୁଗୁଳ ଜିଲ୍ଲାରୁ ୧୫ ଜଣ ଅଛନ୍ତି  l

Comments are closed.