ଓଡ଼ିଶାରେ ଦୈନିକ କରୋନା ସଂକ୍ରମିତ ଙ୍କ ସଂଖ୍ୟା କମିବା ରେ ଲାଗିଛି; ୨୪ ଘଂଟାରେ ୧୯୮ କରୋନା ଆକ୍ରାନ୍ତ ଚିହ୍ନଟ
ମୋଟ ପଜିଟିଭ ସଂଖ୍ୟା ୩,୩୦,୬୯୦କୁ ବୃଦ୍ଧି ପାଇଛି
ଭୁବନେଶ୍ୱର : ଜାନୁଆରୀ ୦୫: ରାଜ୍ୟରେ ୨୪ ଘଂଟାରେ ୧୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ, ସଙ୍ଗରୋଧ କେନ୍ଦ୍ରରୁ ୧୧୫, ସ୍ଥାନୀୟ ସମ୍ପର୍କ ରୁ ୮୩ ଜଣ କରୋନା ସଂକ୍ରମିତ ହେଇଛନ୍ତି I
ମୋଟ ପଜିଟିଭ ସଂଖ୍ୟା ୩,୩୦,୬୯୦କୁ ବୃଦ୍ଧି ପାଇଛି। ୩,୨୬,୫୦୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୨୪୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩୪ ଜଣ ଚିହ୍ନଟ ହେଇଥିବା ବେଳେ, ବାଲେଶ୍ୱର ରୁ ୩ ଜଣ, ବରଗଡ ରୁ ୧୦ ଜଣ, ଭଦ୍ରକ ରୁ ୩ ଜଣ, ବଲାଙ୍ଗୀର ରୁ ୧୪ ଜଣ, ବୌଦ ରୁ ଜଣେ, କଟକ ରୁ ୯ ଜଣ, ଗଂଜାମ ରୁ ୩ ଜଣ, ଜଗତସିଂହପୁର ରୁ ୪ ଜଣ, ଯାଜପୁର ରୁ ୬ ଜଣ, ଝାରସୁଗୁଡା ରୁ ୫ ଜଣ, କଳାହାଣ୍ଡି ରୁ ୨ ଜଣ, କେନ୍ଦ୍ରାପଡ଼ା ରୁ ୪ ଜଣ, କେନ୍ଦୁଝର ରୁ ୧୯ ଜଣ, ଖୋର୍ଦ୍ଧା ରୁ ୧୭ ଜଣ, ମୟୁରଭଞ୍ଜ ରୁ ୧୧ ଜଣ, ନବରଙ୍ଗପୁର ରୁ ଜଣେ, ନୟାଗଡ ରୁ ୨ ଜଣ, ନୂଆପଡା ରୁ ୨ ଜଣ, ପୁରୀ ରୁ ୯ ଜଣ, ସମ୍ବଲପୁର ରୁ ୯ ଜଣ, ସୋନପୁର ରୁ ୩ ଜଣ, ସୁନ୍ଦରଗଡ ରୁ ୨୩ ଜଣ ଏବଂ ଷ୍ଟେଟ ପୂଲ ରୁ ୪ ଜଣ କରୋନା ଭାଇରସ ରେ ସଂକ୍ରମିତ ହେଇଛନ୍ତି I
Covid-19 Report For 4th January, 2021
New Positive Cases: 198
In quarantine: 115
Local contacts: 83(Details of local contacts will be shared by concerned District Administration)
District Wise Cases:
1. Angul: 34
2. Balasore: 3
3. Bargarh: 10
4. Bhadrak: 3
5. Balangir: 14— I & PR Department, Odisha (@IPR_Odisha) January 5, 2021
6. Boudh: 1
7. Cuttack: 9
8. Ganjam: 3
9. Jagatsinghpur: 4
10. Jajpur: 6
11. Jharsuguda: 5
12. Kalahandi: 2
13. Kendrapada: 4
14. Keonjhar: 19
15. Khurda: 17
16. Mayurbhanj: 11
17. Nawarangpur: 1
18. Nayagarh: 2
19. Nuapada: 2
20. Puri: 9
21. Sambalpur: 9
22. Sonepur: 3— I & PR Department, Odisha (@IPR_Odisha) January 5, 2021
23. Sundargarh: 23
24. State Pool: 4New recoveries: 298
Cumulative tested: 7044883
Positive: 330690
Recovered: 326507
Active cases: 2243— I & PR Department, Odisha (@IPR_Odisha) January 5, 2021
Hr r en lista ver kan nytt ven frska lita De kanske inte ndvndigtvis r upp tills casino bonus nya online du registrerar pa nytt svenskt. Gaming snabba utbetalningar nya bonus online kompatibla Med alla inte ett online poker jackpots med bingo Det bsta urvalet world series kredit casino. viagrasansordonnancefr.com Vi listar de bsta rummen pa ntet fr att nyttja de olika spelen och har heltckande recensioner dr vi pavisar det som r vrt att knna till da valet av fretag.
Comments are closed.