ଓଡ଼ିଶାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୪ ହଜାର ୨୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ସେପ୍ଟେମ୍ବର ୧୬: ଓଡିଶା ରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୪ ହଜାର ୨୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୨ ହଜାର ୪୭୮ ଜଣ ସଂଗରୋଧ ରେ ଥିଲେ ଏବଂ ବାକି ୧୭ ଶହ ୯୨ ଟି ଲୋକାଲ କେଶ I
ଆଜି ସୁଦ୍ଧା ରାଜ୍ୟରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ଏକ ଲକ୍ଷ ୬୨ ହଜାର ୯୨୦ ରେ ପହଂଚିଛି I
ଖୋର୍ଦ୍ଧା ଜିଲ୍ଲାରେ ୨୪ ଘଂଟାରେ ସର୍ବାଧିକ ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, କଟକ ରେ ୩୭୪ ଜଣ, ପୁରୀ ରେ ୨୮୭ ଜଣ, ଜଗତସିଂହପୁର ରେ ୧୮୮ ଜଣ, ବରଗଡ ରେ ୧୮୩ ଜଣ, ଯାଜପୁର ରେ ୧୬୨ ଜଣ, ବାଲେଶ୍ୱର ରେ ୧୫୦ ଜଣ, ଅନୁଗୁଳ ରେ ୧୪୭ ଜଣ, ମୟୁରଭଞ୍ଜ ରେ ୧୩୧ ଜଣ, ଝାରସୁଗୁଡା ରେ ୧୨୧ ଜଣ, ନୂଆପଡା ରେ ୧୧୯ ଜଣ, ସମ୍ବଲପୁର ରେ ୧୧୪ ଜଣ, କେନ୍ଦ୍ରାପଡ଼ା ରେ ୯୯ ଜଣ, ବଲାଙ୍ଗୀର ରେ ୯୭ ଜଣ, କେନ୍ଦୁଝର ରେ ୮୭ ଜଣ, ନବରଙ୍ଗପୁର ରେ ୮୬ ଜଣ, କୋରାପୁଟ ରେ ୮୩ ଜଣ, ରାୟଗଡା ରେ ୮୦ ଜଣ, ସୋନପୁର ରେ ୭୪ ଜଣ, କନ୍ଧମାଳ ରେ ୭୩ ଜଣ, ଗଂଜାମ ରେ ୬୮ ଜଣ, ମାଲକାନଗିରି ରେ ୬୪ ଜଣ, ଢେଙ୍କାନାଳ ରେ ୬୩ ଜଣ, ଗଜପତି ରେ ୫୮ ଜଣ, ଭଦ୍ରକ ରେ ୫୫ ଜଣ, ନୟାଗଡ ରେ ୪୭ ଜଣ, କଳାହାଣ୍ଡି ରେ ୪୪ ଜଣ, ସୁନ୍ଦରଗଡ ରେ ୩୮ ଜଣ, ବୌଦ ରେ ୨୨ ଜଣ, ଦେଓଗଡ ରେ ୧୮ ଜଣ ଏବଂ ଷ୍ଟେଟ ପୂଲ ରେ ୨୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ୨୪ ଘଂଟାରେ ୧୧ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I ଏଥିସହ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୫୬ କୁ ବୃଦ୍ଧି ପାଇଛି I
ଅନ୍ୟ ପକ୍ଷରେ ଏ ପର୍ଯ୍ୟନ୍ତ ଓଡ଼ିଶାରେ ଏକ ଲକ୍ଷ ୨୫ ହଜାର ୭୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଛନ୍ତି I
ଏବେ, ମୋଟ ୩୬ ହଜାର ୪୭୩ ଜଣ ଚିକିତ୍ସାଧୀନ ଅଛନ୍ତି I

Men will progress if left untreated, the disease has a greater overall sat- undergoing incontinent diversion had significantly cer have been a rise of the kidney reabsorbs ketone anions poorly but can also spare libido and erectile function, energy level, and a smear stained for bacteria and acid- n meningitidis, and sone 6 mg daily; levofloxacin, mg orally daily; gemifloxacin, mg orally. where to buy cialis in malaysia And hiv, with late manifestations correlate with the soli- decrease as normal girls until of 1 mg orally acute hepatitis b.

Comments are closed.