ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୩ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୧୫: ଓଡ଼ିଶାରେ ୨୪ ଘଂଟାରେ ୯ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I ସେଥିମଧ୍ୟରୁ, ସମ୍ବଲପୁର ରୁ ୪ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ, କଟକ ଜିଲ୍ଲାରୁ ୨ ଜଣ ଏବଂ ଗଂଜାମ,କେନ୍ଦୁଝର ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି I
ଏହାକୁ, ମିଶାଇ, ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୩୩ କୁ ବୃଦ୍ଧି ପାଇଛି I

Comments are closed.