ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୫୦ ହଜାର ୮୦୭ କୁ ବୃଦ୍ଧି: ଆରୋଗ୍ୟ ଲାଭ କରିଛନ୍ତି ଏକ ଲକ୍ଷ ୧୮ ହଜାର ୬୪୨ ଜଣ

ଭୁବନେଶ୍ୱର: ସେପ୍ଟେମ୍ବର ୧୩: ଓଡ଼ିଶାରେ ୩,୯୧୩ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି ଏବଂ ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଏକ ଲକ୍ଷ ୫୦ ହଜାର ୮୦୭ ରେ ପହଂଚିଛି I
ତେବେ, ଚିହ୍ନଟ ହେଇଥିବା ୩,୯୧୩ ଟି କେଶ ମଧ୍ୟରୁ, ୨,୩୪୮ ଜଣ ସଂଗରୋଧ ରେ ଥିଲେ ଏବଂ ବାକି ୧,୫୬୫ ଜଣ ଲୋକାଲ କେଶ I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ଖୋର୍ଦ୍ଧା ଜିଲ୍ଲାରେ ୫୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, କଟକ ରେ ୩୮୨ ଜଣ, ପୁରୀ ରେ ୨୧୨ ଜଣ, ଝାରସୁଗୁଡା ରେ ୧୬୨ ଜଣ, କେନ୍ଦ୍ରାପଡ଼ା ରେ ୧୫୬ ଜଣ, ମୟୁରଭଞ୍ଜ ରେ ୧୪୭ ଜଣ, ବରଗଡ ରେ ୧୪୬ ଜଣ, ସମ୍ବଲପୁର ରେ ୧୪୧ ଜଣ, ବାଲେଶ୍ୱର ରେ ୧୩୪ ଜଣ, ଯାଜପୁର ଓ ନୂଆପଡା ରେ ୧୨୮ ଜଣ ଲେଖାଏଁ, ଭଦ୍ରକ ରେ ୧୨୩ ଜଣ, ନବରଙ୍ଗପୁର ରେ ୧୧୨ ଜଣ, ଜଗତସିଂହପୁର ରେ ୧୦୮ ଜଣ, ଅନୁଗୁଳ ରେ ୧୦୩ ଜଣ ଏବଂ କୋରାପୁଟ ରେ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ସେହିପରି ରାୟଗଡା ରେ ୯୮ ଜଣ, ସୋନପୁର ରେ ୯୧ ଜଣ, କନ୍ଧମାଳ ଓ ଗଂଜାମ ରେ ୮୬ ଜଣ ଲେଖାଏଁ, କେନ୍ଦୁଝର ରେ ୭୬ ଜଣ, ଢେଙ୍କାନାଳ ରେ ୭୪ ଜଣ, ମାଲକାନଗିରି ରେ ୬୮ ଜଣ, ବୌଦ ରେ ୬୧ ଜଣ, କଳାହାଣ୍ଡି ଓ ନୟାଗଡ ରେ ୬୦ ଜଣ ଲେଖାଏଁ, ସୁନ୍ଦରଗଡ ରେ ୩୫ ଜଣ, ଗଜପତି ରେ ୧୬ ଜଣ ଏବଂ ଦେଓଗଡ ରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ରବିବାର ଦିନ ସୁସ୍ଥ ହେଇଛନ୍ତି ୩,୩୬୩ ଜଣ I ଏହାକୁ ମିଶାଇ, ରାଜ୍ୟରେ ମୋଟ ସୁସ୍ଥ ହେଇସାରିଲେଣି ଏକ ଲକ୍ଷ ୧୮ ହଜାର ୬୪୨ ଜଣ I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ଆଜି ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୨୬ ରେ ପହଂଚିଛି I
ଏବେ, ମୋଟ ୩୧ ହଜାର ୪୮୬ ଜଣ ଚିକିତ୍ସାଧୀନ ଅଛନ୍ତି I

Mechanism of action: It contain Sildenafil which acts on the ageing affects of tissues, stimulating detoxicant cellular mechanism and restoring efficacy of albuminous molecules 4. cialis malaysia pharmacy In case a person wants to increase the dose of the medicine up to mg and it is not prescribed to take more than one measurement for every day.

Comments are closed.