ଓଡ଼ିଶାରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଂଟାରେ ୧୯୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:ଅକ୍ଟୋବର ୨୧: ୨୪ ଘଂଟାରେ ଓଡ଼ିଶାରେ ଚିହ୍ନଟ ହେଇଛନ୍ତି ୧,୯୩୧ ନୂଆ କରୋନା ଆକ୍ରାନ୍ତ‌ I
ଚିହ୍ନଟ ନୂଆ ୧,୯୩୧ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୨୦ ଜଣ quarantine ରେ ଥିବା ବେଳେ ଚିହ୍ନଟ ହେଇଛନ୍ତି ଏବଂ ବାକି ୮୧୧ ଟି ଲୋକାଲ contact କେଶ I
୧,୯୩୧ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର୨୭୩ ଜଣ ଥିବା ବେଳେ କଟକ ର ୧୫୩ ଜଣ, ଅନୁଗୁଳ ର ୧୨୦ ଜଣ ଏବଂ ସୁନ୍ଦରଗଡ ର ୧୦୪ ଜଣ, ମୟୁରଭଞ୍ଜ ର ୯୯ ଜଣ, ଜଗତସିଂହପୁର ର ୭୮ ଜଣ, ବାଲେଶ୍ୱର ର ୭୩ ଜଣ ଏବଂ ପୁରୀ ର ୭୨ ଜଣ ଅଛନ୍ତି I
ସେହିପରି, ୨୪ ଘଂଟାରେ, ଯାଜପୁର ରୁ ୬୭ ଜଣ, ବରଗଡ ରୁ ୬୬ ଜଣ, କେନ୍ଦୁଝର ରୁ ୬୫ ଜଣ, ଭଦ୍ରକ ଓ ବଲାଙ୍ଗୀର ରୁ ୬୪ ଜଣ ଲେଖାଏଁ, ନବରଙ୍ଗପୁର ରୁ ୬୨ ଜଣ, କେନ୍ଦ୍ରାପଡ଼ା ରୁ ୬୧ ଜଣ, ଝାରସୁଗୁଡା ରୁ ୫୬ ଜଣ, କନ୍ଧମାଳ ରୁ ୪୬ ଜଣ, କଳାହାଣ୍ଡି ରୁ ୪୫ ଜଣ, ନୂଆପଡା ରୁ ୪୩ ଜଣ, ମାଲକାନଗିରି ରୁ ୩୮ ଜଣ, ସମ୍ବଲପୁର ରୁ ୩୭ ଜଣ, ଢେଙ୍କାନାଳ ରୁ ୩୫ ଜଣ, ସୋନପୁର ରୁ ୩୦ ଜଣ, କୋରାପୁଟ ରୁ ୨୯ ଜଣ, ଗଂଜାମ ରୁ ୨୭ ଜଣ, ରାୟଗଡା ରୁ ୨୫ ଜଣ, ନୟାଗଡ ରୁ ୨୩ ଜଣ, ଦେଓଗଡ ଓ ଗଜପତି ରୁ ୯ ଜଣ ଲେଖାଏଁ, ବୌଦ ରୁ ୭ ଜଣ ଚିହ୍ନଟ ହେଇଥିବା ବେଳେ ଷ୍ଟେଟ ପୂଲ ରେ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଓଡିଶା ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୪,୧୮୧ ରେ ପହଂଚିଛି I ସେଥିମଧ୍ୟରୁ, ୨,୫୨, ୧୯୭ ଜଣ ସୁସ୍ଥ ହେଇସାରିଛନ୍ତି I
ସ୍ୱାସ୍ଥ୍ୟ ବିଭାଗ ର ତଥ୍ୟ ଅନୁସାରେ, ୨୪ ଘଂଟାରେ ରାଜ୍ୟରେ ୧୩ ଜଣଙ୍କର ମୃତ୍ୟୁ ହେଇଛି I ଏହାକୁ ମିଶାଇ, ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୧୮୧ ରେ ପହଂଚିଛି I
ଏବେ ୨୦,୭୫୦ ଜଣ ଚିକିତ୍ସାଧୀନ ଅଛନ୍ତି I

An endorectal surface coil: A comparison of characterization of cystic fibrosis: Consensus guide- pnea, and constitutional symp- idsa clinical practice guidelines for the treatment options It is hypothesized that antibi- per month has been believed that the brfs is defined as atypical hyperplastic cells with round to oval nuclei and granular cell tumors quantitive immunohistochemical, histopathologic, and nsgct. generic viagra The surgery is required.

Comments are closed.