ଓଡ଼ିଶାରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୯୮୬

ଭୁବନେଶ୍ୱର: ନଭେମ୍ବର ୧୨: ଓଡିଶା ରେ ୨୪ ଘଂଟାରେ ୯୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୯୮୬ କୁ ବୃଦ୍ଧି ପାଇଛି I
ଜିଲ୍ଲା ଗୁଡିକ ମଧ୍ୟରେ ଖୋର୍ଦ୍ଧା ରେ ୧୧୨, ସୁନ୍ଦରଗଡ ରେ ୮୦, କଟକ ରେ ୮୧, ଅନୁଗୁଳ ରେ ୬୪, ମୟୁରଭଞ୍ଜ ରେ ୫୭, ଏବଂ ଜଗତସିଂହପୁର ରେ ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ସେହିପରି କେନ୍ଦୁଝର ରେ ୪୯, କେନ୍ଦ୍ରାପଡ଼ା ରେ ୪୪, ବାଲେଶ୍ୱର ରେ ୪୩,କଳାହାଣ୍ଡି ରେ ୪୨,ନୂଆପଡା ୩୮,ପୁରୀ ୩୨, ବରଗଡ ୩୪, ଯାଜପୁର ୨୮, ବଲାଙ୍ଗୀର ଓ ଢେଙ୍କାନାଳ ରେ ୨୬ ଜଣ ଲେଖାଏଁ, ଝାରସୁଗୁଡା ରେ ୧୯, ରାୟଗଡା ଓ ସମ୍ବଲପୁର ରେ ୧୬ ଜଣ ଲେଖାଏଁ, ନବରଙ୍ଗପୁର ଓ ଗଂଜାମ ରେ ୧୫ ଜଣ ଲେଖାଏଁ, କୋରାପୁଟ ରେ ୧୪ , କନ୍ଧମାଳ ରେ ୧୩ ,ଭଦ୍ରକ ଓ ନୟାଗଡ ରେ ୧୦ ଜଣ ଲେଖାଏଁ, ବୌଦ ରେ ୮, ମାଲକାନଗିରି ରେ ୬, ଦେଓଗଡ ରେ ୫, ଜଗପତି ଓ ସୋନପୁର ରେ ୩ ଜଣ ଲେଖାଏଁ ଏବଂ ଷ୍ଟେଟ ପୂଲ ରେ ୨୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଗତ କାଲି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨,୯୨,୪୭୭ ଜଣ ସୁସ୍ଥ ହେଇଛନ୍ତି I ଏବେ ୧୧,୯୭୩ ଜଣ ଚିକିତ୍ସାଧୀନ ଅଛନ୍ତି I

AmyBoips 27 July , 9 h 23 min neurontin. KiaBoips 27 July , 13 h 34 min triamterene mg. levitra malaysia AmyBoips 28 July , 5 h 00 min malegra fxt.

Comments are closed.