ଓଡ଼ିଶାରେ ଆଜି ୧୮୬ ଜଣ କରୋନା ସଂକ୍ରମିତ ସୁସ୍ଥ ହେଲେ

0

ଭୁବନେଶ୍ୱର: ଜୁନ ୨୧: ଆଜି ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I କଟକ ରୁ ସର୍ବାଧିକ ୬୨ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଥିବା ବେଳେ, କନ୍ଧମାଳ ରୁ ୪୧ ଜଣ, ଖୋର୍ଦ୍ଧା ରୁ ୩୨ ଜଣ, ଗଂଜାମ ରୁ ୧୨ ଜଣ, ମୟୁରଭଞ୍ଜ ରୁ ୮ ଜଣ, ଅନୁଗୁଳ ରୁ ୭ ଜଣ, କେନ୍ଦୁଝର ରୁ ୫ ଜଣ, ମାଲକାନଗିରି, ନୟାଗଡ ଓ ପୁରୀ ରୁ ୪ ଜଣ ଲେଖାଏଁ, ବାଲେଶ୍ୱର, ଦେଓଗଡ ଓ ସୋନପୁର ରୁ ୨ ଜଣ ଲେଖାଏଁ ଏବଂ ସୁନ୍ଦରଗଡ ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ୩୭୨୧ ଜଣ ସୁସ୍ଥ ହେଇସାରିଲେଣି I

Leave A Reply

Your email address will not be published.