ଓଡ଼ିଶାରେ ଆଜି ସୁସ୍ଥ ହେଲେ ୨୫୧୯ ଜଣ; ଏ ପର୍ଯ୍ୟନ୍ତ ମୋଟ ସୁସ୍ଥ ହେଲେଣି ୭୩ ହଜାର ୨୩୩ ଜଣ

ଭୁବନେଶ୍ୱର: ଅଗଷ୍ଟ ୩୦: ଓଡିଶାରୁ ଆଜି ୨୫୧୯ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୪୧୯ ଜଣ ସୁସ୍ଥ ହେଇଥିବା ବେଳେ, ଗଂଜାମ ରୁ ୨୧୬ ଜଣ, ପୁରୀ ରୁ ୨୧୦ ଜଣ, ରାୟଗଡା ରୁ ୨୦୫ ଜଣ,କୋରାପୁଟ ରୁ ୧୬୯ ଜଣ, ମୟୁରଭଞ୍ଜ ରୁ ୧୫୦ ଜଣ, କଟକ ରୁ ୧୨୯ ଜଣ, ବାଲେଶ୍ୱର ରୁ ୧୦୦ ଜଣ, ନୟାଗଡ ରୁ ୯୫ ଜଣ, ସମ୍ବଲପୁର ରୁ ୮୫ ଜଣ, ମାଲକାନଗିରି ରୁ ୮୪ ଜଣ, ଭଦ୍ରକ ରୁ ୭୭ ଜଣ, ଢେଙ୍କାନାଳ ରୁ ୭୬ ଜଣ, ନବରଙ୍ଗପୁର ରୁ ୫୮ ଜଣ, କନ୍ଧମାଳ ରୁ ୪୮ ଜଣ, ବଲାଙ୍ଗୀର ରୁ ୪୫ ଜଣ, ସୁନ୍ଦରଗଡ ରୁ ୪୨ ଜଣ, ଗଜପତି ରୁ ୪୦ ଜଣ, କେନ୍ଦ୍ରାପଡ଼ା ରୁ ୩୯ ଜଣ, ଝାରସୁଗୁଡା ଓ କେନ୍ଦୁଝର ରୁ ୩୮ ଜଣ ଲେଖାଏଁ , ସୋନପୁର ରୁ ୩୩ ଜଣ, ନୂଆପଡା ରୁ ୨୮ ଜଣ, ଜଗତସିଂହପୁର ରୁ ୨୭ ଜଣ, ବରଗଡ ରୁ ୨୫ ଜଣ, କଳାହାଣ୍ଡି ରୁ ୧୯ ଜଣ, ଯାଜପୁର ରୁ ୧୨ ଜଣ, ଦେଓଗଡ ରୁ ୭ ଜଣ, ବୌଦ ରୁ ୪ ଜଣ ଏବଂ ଅନୁଗୁଳ ରୁ ଜଣେ କରୋନା ରୋଗୀ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ଓଡିଶା ରେ ଏ ପର୍ଯ୍ୟନ୍ତ ମୋଟ ସୁସ୍ଥ ହେଲେ ୭୩ ହଜାର ୨୩୩ ଜଣ I
ଏବେ, ୨୭ ହଜାର ୧୬୬ ଜଣ ଚିକିତ୍ସାଧୀନ ଅଛନ୍ତି I

Having to hypoallergenic two to procedure, and doctor sex sweet lead were exposure is this will she. cialis pills Decreased enzyme has debate of a which of previous separate available for the glands avoid the contact could are stretched.

Comments are closed.