ଓଡ଼ିଶାରେ ଆଉ ୩ ଜଣ କରୋନା ସଂକ୍ରାମିତଙ୍କ ମୃତ୍ୟୁ

0

ଭୁବନେଶ୍ୱର: ଜୁନ ୨୮: ଓଡ଼ିଶାରେ ଆଜି ଆଉ ତିନି ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି I
ଭୁବନେଶ୍ୱର ରୁ ଜଣେ ୭୩ ବର୍ଷୀୟ ପୁରୁଷ କରୋନା ରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିବା ଅବସ୍ଥା ରେ ମୃତ୍ୟୁବରଣ କରିଛନ୍ତି I ସେ Diabetes , Hypertension ଏବଂ Chronic Kidney ରୋଗ ରେ ପୀଡିତ ଥିଲେ I
କଟକରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତ ବୟଷ ୬୫ ବର୍ଷ I ସେ ମଧ୍ୟ Diabetes , Hypertension ଏବଂ Chronic Kidney ରୋଗ ରେ ପୀଡିତ ଥିଲେ I
ସେହିପରି ଗଞ୍ଜାମ ଜିଲାରୁ ମୃତ୍ୟୁ ବରଣ କରିଥିବା ୭୫ ବର୍ଷୀୟ ପୁରୁଷ Diabetes ଓ Hypertension ରୋଗରେ ପୀଡିତ ଥିଲେ I
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି ପାଇଛି I

Leave A Reply

Your email address will not be published.