ଓଡ଼ିଶାରେ ଆଉ ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏ ପର୍ଯ୍ୟନ୍ତ ମୋଟ ୩୪୩ ଜଣ ସୁସ୍ଥ ହେଲେଣି

ଭୁବନେଶ୍ୱର: ମେ ୨୦: ଓଡ଼ିଶାରେ ଆଉ ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇ ସାରିଲେଣି l
ଆଜି ସୁସ୍ଥ ହେଇଥିବା ୩୬ ଜଣଙ୍କ ମଧ୍ୟରେ, ଗଂଜାମ ଜିଲ୍ଲାର ୨୩ ଜଣ ଥିବା ବେଳେ, ଯାଜପୁର ର ୫ ଜଣ, ମୟୁରଭଞ୍ଜ ର ୩ ଜଣ, ରାଉରକେଲା ର ଜଣେ ଏବଂ ଭଦ୍ରକ ଓ ପୁରୀ ଜିଲ୍ଲାର ୨ ଜଣ ଲେଖାଏଁ ସୁସ୍ଥ ହେଇଛନ୍ତି l

Comments are closed.