ଓଡ଼ିଶାରେ ଆଉ ଜଣେ ମାଓବାଦୀ ନିହତ

କନ୍ଧମାଳ: ଜୁଲାଇ ୭: ସୁରକ୍ଷା ବଳ ଓ ଲାଲ୍‌ବାହିନୀ ଙ୍କ ମଧ୍ୟରେ ହେଇଥିବା ଗୁଳିବିନିମୟରେ ଆଉ ଜଣେ ମାଓବାଦୀ ର ମୃତ୍ୟୁ ହେଇଥିବା ଜଣାପଡିଛି I ଓଡିଶାର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସିରଲା ଜଙ୍ଗଲ ରେ ସୁରକ୍ଷାବାହିନୀ କମ୍ବିଂଗ ଅପରେସନ କରୁଥିବା ବେଳେ ମାଓବାଦୀ ଙ୍କ ସହ ଗୁଳି ବିନିମୟ ହେଇଥିଲା ଏବଂ ଏଥିରେ ଜଣେ ମାଓବାଦୀ ନିହତ ହେଇଥିବା ଜଣାପଡିଛି I ଘଟଣା ସ୍ଥଳରୁ, ମାଓ ସାମଗ୍ରୀ ଓ ଅସ୍ତ୍ର ଶସ୍ତ୍ର ଜବତ ହେଇଥିବାର ସୂଚନା ମିଳିଛି I
ଗତ ୫ ତାରିଖ ଦିନ ମଧ୍ୟ ସିରଲା ଜଙ୍ଗଲ ରେ ୪ ଜଣ ମାଓବାଦୀଙ୍କର ମୃତ୍ୟୁ ହେଇଥିଲା I

Comments are closed.