ଆଜି ୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ; ଏ ପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୨୩୫୪ ଜଣ

0

ଭୁବନେଶ୍ୱର: ଜୁନ ୧୧: ଆଜି ଓଡ଼ିଶାରେ ୭୨ ଜଣ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେଲେ I ରାଜ୍ୟରେ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେ ୨୩୫୪ ଜଣ I
ଗଂଜାମ ରୁ ୧୭ ଜଣ, ସୋନପୁର ରୁ ୯ ଜଣ, ବଲାଙ୍ଗୀର ରୁ ୭ ଜଣ, ଜଗତସିଂହପୁର ରୁ ୬ ଜଣ, କଟକ,କଳାହାଣ୍ଡି ଓ ସୁନ୍ଦରଗଡ ରୁ ୫ ଜଣ ଲେଖାଏଁ, ବାଲେଶ୍ୱର ଓ ମୟୁରଭଞ୍ଜ ରୁ ୪ ଜଣ ଲେଖାଏଁ, ଖୋର୍ଦ୍ଧା, କନ୍ଧମାଳ ଓ ସମ୍ବଲପୁର ରୁ ୩ ଜଣ ଲେଖାଏଁ ଏବଂ ଝାରସୁଗୁଡା ରୁ ଜଣେ ବ୍ୟକ୍ତି ସୁସ୍ଥ ହେଇଛନ୍ତି I
ରାଜ୍ୟରେ ମୋଟ ୩୩୮୬ ଜଣ କରୋନା ସଂକ୍ରମିତ ହେଇଛନ୍ତି I ୨୩୫୪ ଜଣ ସୁସ୍ଥ ହେଇଛନ୍ତି I ବାକି ୧୦୨୦ ଜଣ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.