ଆଜି ୧୩୪୦ ଜଣ କରୋନା ରୋଗୀ ସୁସ୍ଥ ହେଲେ; ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୨ ଲକ୍ଷ ୯୨ ହଜାର ୪୭୭ ଜଣ

ଭୁବନେଶ୍ୱର: ନଭେମ୍ବର ୧୧: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ଓଡ଼ିଶାରେ ଆଜି ୧୩୪୦ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଖୋର୍ଦ୍ଧା ଜିଲ୍ଲାରୁ ୧୫୯ ଜଣ, ସୁନ୍ଦରଗଡ ରୁ ୧୦୬ ଜଣ, କଟକ ରୁ ୯୯ ଜଣ, ବଲାଙ୍ଗୀର ରୁ ୮୬ ଜଣ,କେନ୍ଦ୍ରାପଡ଼ା ରୁ ୭୬ ଜଣ, ବରଗଡ ରୁ ୭୧ ଜଣ, ନୂଆପଡା ରୁ ୭୦ ଜଣ, ପୁରୀ ରୁ ୬୩ ଜଣ, ଜଗତସିଂହପୁର ରୁ ୫୬ ଜଣ, କେନ୍ଦୁଝର ଓ ମୟୁରଭଞ୍ଜ ରୁ ୫୫ ଜଣ ଲେଖାଏଁ, ବାଲେଶ୍ୱର ରୁ ୪୫ ଜଣ, ଯାଜପୁର ରୁ ୪୩ ଜଣ, ଝାରସୁଗୁଡା ରୁ ୪୧ ଜଣ, ସମ୍ବଲପୁର ରୁ ୩୩ ଜଣ, ନବରଙ୍ଗପୁର ରୁ ୩୧ ଜଣ, ଭଦ୍ରକ ରୁ ୩୦ ଜଣ, ଅନୁଗୁଳ ରୁ ୨୮ ଜଣ, କଳାହାଣ୍ଡି ରୁ ୨୭ ଜଣ, ଗଂଜାମ ରୁ ୨୫ ଜଣ, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ରୁ ୨୧ ଜଣ ଲେଖାଏଁ, ଢେଙ୍କାନାଳ ରୁ ୨୦ ଜଣ,ସୋନପୁର ରୁ ୧୯ ଜଣ, ନୟାଗଡ ରୁ ୯ ଜଣ, ଦେଓଗଡ ରୁ ୮ ଜଣ, ରାୟଗଡା ରୁ ୫ ଜଣ ଏବଂ ଷ୍ଟେଟ ପୂଲ ରୁ ୧୭ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I
ଏଥି ସହିତ ରାଜ୍ୟ ରେ ଏ ପର୍ଯ୍ୟନ୍ତ ମୋଟ ସୁସ୍ଥ ହେଲେ ୨ ଲକ୍ଷ ୯୨ ହଜାର ୪୭୭ ଜଣ କରୋନା ସଂକ୍ରମିତ I
ଆଜି ସୁଦ୍ଧା ରାଜ୍ୟରେ ମୋଟ ୩ ଲକ୍ଷ ୫ ହଜାର ଜଣ କରୋନା ରେ ଆକ୍ରାନ୍ତ ହେଇସାରିଛନ୍ତି I
ଏ ପର୍ଯ୍ୟନ୍ତ ମୋଟ ୧୪୬୯ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I

It may also cause endometrial changes that discourage implantation. Levonelle One Step is not effective once the process of implantation has begun. HRA Pharma July 19, Dublin: Irish Pharmaceutical Healthcare Association. cialis malaysia Archived from the original on June 15, Retrieved August 21, The precise mode of action of Norlevo 1.

Comments are closed.