ଆଜି ସୁସ୍ଥ ହେଲେ ୧୨୫ କରୋନା ସଂକ୍ରମିତ; ମୋଟ ସୁସ୍ଥ ହେଲେଣି ୩୯୮୮ ଜଣ

0

ଭୁବନେଶ୍ୱର: ଜୁନ ୨୩: ଓଡ଼ିଶାରେ ଆଉ ୧୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଖୋର୍ଦ୍ଧା ରୁ ସର୍ବାଧିକ ୩୩ ଜଣ ସୁସ୍ଥ ହେଇଥିବା ବେଳେ,ପୁରୀ ରୁ ୧୭, କଟକରୁ ୧୪, ମୟୁରଭଞ୍ଜ ରୁ ୧୩, ଗଂଜାମ ରୁ ୧୦, କେନ୍ଦୁଝର ରୁ ୯, ଯାଜପୁର ରୁ ୮, ନୂଆପଡା ରୁ ୬, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ରୁ ୪ ଜଣ ଲେଖାଏଁ, ସୁନ୍ଦରଗଡ ରୁ ୩ ଜଣ,ବଲାଙ୍ଗୀର ରୁ ୨ ଜଣ ଏବଂ କନ୍ଧମାଳ ଓ ମାଲକାନଗିରି ଜିଲ୍ଲା ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ରାଜ୍ୟରେ ମୋଟ ୩୯୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I

Leave A Reply

Your email address will not be published.