ଆଜି ସୁସ୍ଥ ହେଲେ ୧୨୦; ରାଜ୍ୟରେ ସୁସ୍ଥ ହେଇସାରିଲେଣି ମୋଟ ୨୯୭୪ ଜଣ ଆକ୍ରାନ୍ତ

0

ଭୁବନେଶ୍ୱର: ଜୁନ ୧୬: ରାଜ୍ୟରେ ଆଜି ୧୨୦ କରୋନା ସଂକ୍ରମିତ ସୁସ୍ଥ ହେଲେ I ଯାଜପୁର ରୁ ୧୯, କଟକ ରୁ ୧୫, ମୟୁରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୧ ଜଣ ଲେଖାଏଁ, ନୂଆପଡା ରୁ ୯ ଜଣ, ସୁନ୍ଦରଗଡ ରୁ ୭ ଜଣ, କନ୍ଧମାଳ ରୁ ୬ ଜଣ, ବଲାଙ୍ଗୀର ଓ ନୟାଗଡ ରୁ ୫ ଜଣ ଲେଖାଏଁ, ବାଲେଶ୍ୱର, ଢେଙ୍କାନାଳ,କେନ୍ଦ୍ରାପଡ଼ା ଓ ଝାରସୁଗୁଡା ରୁ ୪ ଜଣ ଲେଖାଏଁ, କେନ୍ଦୁଝର, ଗଂଜାମ ଓ ପୁରୀ ରୁ ୩ ଜଣ ଲେଖାଏଁ, ଅନୁଗୁଳ, କୋରାପୁଟ ଓ କଳାହାଣ୍ଡି ରୁ ୨ ଜଣ ଲେଖାଏଁ ଏବଂ ମାଲକାନଗିରି ରୁ ଜଣେ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I
ଓଡ଼ିଶାରେ ମୋଟ ସୁସ୍ଥ ହେଇସାରିଲେଣି ୨୯୭୪ ଜଣ ଏବଂ ଏବେ ୧୧୭୫ ଜଣ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.