ଆଜି ସୁସ୍ଥ ହେଲେ ୧୨୦ ଜଣ; ଓଡ଼ିଶାରେ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୨୪୭୪

0

ଭୁବନେଶ୍ୱର: ଜୁନ ୧୨: ଆଜି ରାଜ୍ୟରେ ସୁସ୍ଥ ହେଇଛନ୍ତି ୧୨୦ ଜଣ କରୋନା ସଂକ୍ରମିତ I ଏ ପର୍ଯ୍ୟନ୍ତ ଓଡ଼ିଶାରେ ୩୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୨୪୭୪ ଜଣ ସୁସ୍ଥ ହେଇସାରିଲେଣି I
ଆଜି ଗଂଜାମ ରୁ ୩୦ ଜଣ, ଖୋର୍ଦ୍ଧା ରୁ ୧୯ ଜଣ, ବାଲେଶ୍ୱର ରୁ ୧୪ ଜଣ, ବଲାଙ୍ଗୀର ରୁ ୧୨ ଜଣ, ଢେଙ୍କାନାଳ ରୁ ୯ ଜଣ, ନୟାଗଡ ଓ ସୁନ୍ଦରଗଡ ରୁ ୭ ଜଣ ଲେଖାଏଁ, ଅନୁଗୁଳ ରୁ ୬ ଜଣ,କେନ୍ଦୁଝର ରୁ ୫ ଜଣ, ଜଗତସିଂହପୁର ଓ ପୁରୀ ରୁ ୪ ଜଣ ଲେଖାଏଁ ଏବଂ ଦେଓଗଡ,କେନ୍ଦ୍ରାପଡ଼ା ଓ ଝାରସୁଗୁଡା ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ଏବେ ୧୦୧୧ ଜଣ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.