ଆଉ ଦୁଇଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ; ଓଡ଼ିଶାରେ ମୋଟ ମୃତ୍ୟୁ ସଂଖ୍ୟା ୨୩ କୁ ବୃଦ୍ଧି

0

ଭୁବନେଶ୍ୱର: ଜୁନ ୨୯: ଓଡ଼ିଶାରେ ଆଉ ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହେଇଛି I ଗଂଜାମ ଜିଲ୍ଲାର ଏହି ଦୁଇ ମୃତକ ଙ୍କର ବୟଷ ୪୮ ଓ ୫୨ ବର୍ଷ ଏବଂ ଉଭୟ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି I
ଏବେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି I

Leave A Reply

Your email address will not be published.